Odisha Link
Bridging the Missing Links in Odisha
Browsing Tag

Drone attack

ମସ୍‌ଜିଦ୍‌ରେ କ୍ଷେପଣାସ୍ତ୍ର ମାଡ଼, ୮୦…

ଦୁବାଇ : ୟେମେନର ସାମରିକ କ୍ୟାମ୍ପ୍‌ ପରିସରରେ ଅବସ୍ଥିତ ଏକ ମସ୍‌ଜିଦ୍‌ରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। କ୍ଷେପଣାସ୍ତ୍ର ମାଡ଼ରେ ୯୦ ଜଣ ସୈନିକ ନିହତ ହୋଇଛନ୍ତି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି।। ମାରିବ୍‌ରେ ହୋଇଥିବା ଏହି ଆକ୍ରମଣ ଇରାନ୍‌ ସମର୍ଥିତ ହାଇତି ବିଦ୍ରୋହୀ ସଂଗଠନ ଦ୍ବାରା କରାଯାଇଛି…

ପୁଣି ଆମେରିକାର ଆକ୍ରମଣରେ ୬ ମୃତ

ବାଗଦାଦ: ଇରାକରେ ଲଗାତର ୨ୟ ଥର ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ଉତ୍ତର ବାଗଦାଦର ତାଜି ରୋଡ୍‌ ନିକଟରେ ଆଜି ସକାଳେ ୨ଟି କାର୍‌କୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣ କରାଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଯେଉଁ ରାସ୍ତାରେ ଆକ୍ରମଣ କରାଯାଇଛି ତାହା ରାସ୍ତା ଅଣଆମେରିକୀୟ ସେନାର ଘାଟିକୁ ଯାଇଛି।…