Odisha Link
Bridging the Missing Links in Odisha
Browsing Tag

Drowning

ନାଳରେ ଭାସି ଛାତ୍ର ନିଖୋଜ

ଧରାକୋଟ: ନାଳରେ ଭାସିଗଲେ ଛାତ୍ର। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଜଗମୋହନପୁର ଗ୍ରାମ ମଙ୍ଗଳପୁର ନାଳର ପ୍ରଖର ସ୍ରୋତରେ ଜଣେ ଦଶମ ଶ୍ରେଣୀ ଛାତ୍ର ଭାସି ଯାଇ ନିଖୋଜ ଅଛନ୍ତି। ଛାତ୍ର ଜଣକ ହେଲେ ଡେରାସାହିର ପ୍ରଭାକର ମହାରଣାଙ୍କ ପୁଅ କାହ୍ନା (୧୫)। ଦମକଳ ବାହିନୀ ସକାଳ ୯ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ…

ପାଣି ସୁଅରେ ଭାସିଗଲା ନାବାଳିକା

ବରଗଡ଼: ବରଗଡ଼ ଜିଲ୍ଲା ଦନ୍ତାନଦୀର ବନ୍ୟା ପାଣି ଦେଖିବାକୁ ଯାଇଥିବା ଜଣେ ୫ ବର୍ଷର ବାଳିକା ପାଣି ସୁଅରେ ଭାସିଯାଇଛି । ଗତକାଲି ସନ୍ଧ୍ୟା ସାଢେ଼ ୫ଟାରେ ଏହି ଘଟଣା ଘଟିଛି । ଭାସିଯାଇଥିବା ବାଳିକା ଜଣକ ବରଗଡ଼ ସରଲା ଗାଁର ବି ହଂସିନୀ ବୋଲି ଜଣାପଡ଼ିଛି। ହଂସିନୀର ପିତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ…

ଋଷିକୁଲ୍ୟାରେ ଭାସିଗଲେ ୫ ଝିଅ

ହିଞ୍ଜିଳିକାଟୁ : ଖୁଦୁରୁକୁଣୀ ବ୍ରତ ପାଳନ କରୁଥିଲେ। ବ୍ରତ ପୂଜା କରିବା ପୂର୍ବରୁ ରବିବାର ପୂର୍ବାହ୍ନରେ କଳସରେ ପାଣି ଆଣିବାକୁ ଋଷିକୁଲ୍ୟା ନଦୀକୁ ଯାଇଥିବା ୫ ଜଣ ଝିଅ। ହେଲେ ପାଞ୍ଚ ଜଣ ଋଷିକୁଲ୍ୟା ନଦୀରେ ଭାସି ଯାଇଥିଲେ । ସୌଭାଗ୍ୟ ବଶତଃ ୪ ଜଣ ବର୍ତ୍ତି ଯାଇଛନ୍ତି। ଜଣେ ଏଯାବତ୍ ନିଖୋଜ ଅଛନ୍ତି।…