ମଦୁଆ ଗାଡ଼ି ଚାଳକ ହୁସିଆର୍
ଭୁବନେଶ୍ବର: ଡିସେମ୍ବର ପହିଲାରୁ କଡାକଡି ହେବ ଟ୍ରାଫିକ୍ ନିୟମ। ଆଉ ନିୟମ ଉଲ୍ଲଘଂନକାରୀଙ୍କୁ ଏଣିକି ମିଳିବନି ନିସ୍ତାର, ପୋଲିସ୍ ଡିଜିପି କହିଲେ, ଟାର୍ଗେଟରେ ରହିବେ ମଦୁଆ ଚାଳକ। ମଦ ପିଇ ଗାଡି ଚଲାଇ ଧରାପଡିଲେ ଛାଡିବନି ପୋଲିସ୍।
ଅନ୍ୟପଟେ ନୂଆ ଟ୍ରାଫିକ୍ ନିୟମକୁ ନେଇ ରାଜ୍ୟ ସରକାର କୋହଳ କରିଥିବା…