ନକଲି ବିଦେଶୀ ମଦ କାରଖାନା ଠାବ
ବ୍ରହ୍ମପୁର: ନକଲି ବିଦେଶୀ ମଦ କାରଖାନ ଠାବ। ଏମିତି ଏକ ଘଟଣା ଦେଖିବାକୁ ମିଳଛି ଗଞ୍ଜାମ ଜିଲ୍ଲରେ। ଅବକାରୀ ଗୁଇନ୍ଦା ବିଭାଗ ଚଢ଼ଉ କରି ଶତାଧିକ ପେଟି ମଦ ବୋତଲ ଠାବ କରିଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଅଧିକ ହେବ।
ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ତୃପ୍ତି ନଗର ୨ୟ ଲାଇନରେ…