Odisha Link
Bridging the Missing Links in Odisha
Browsing Tag

Earth

ପୃଥିବୀ ଆଡ଼କୁ ମାଡ଼ିଆସୁଛି ସୌରଝଡ଼,…

ୱାସିଂଟନ: ପୃଥିବୀ ଆଡ଼କୁ ମାଡ଼ିଆସୁଛି ସୌର ଝଡ଼। ଘଣ୍ଟା ପ୍ରତି ୧୬୦୯୩୪୪ କିମି ବେଗରେ ସୌରଝଡ଼ ପୃଥିବୀ ଆଡ଼କୁ ଆସୁଛି। ୨୪ ଘଣ୍ଟା ମଧ୍ୟରେ ଏହା ପୃଥିବୀ ସହ ମାଡ଼ ହେବ ବୋଲି ଆମେରିକାର ବୈଜ୍ଞାନିକମାନେ ଆକଳନ କରିଛନ୍ତି। ଏହା ପ୍ରଭାବରେ ସାଟେଲାଇଟ୍, ଜିପିଏସ୍ ନାଭିଗେଶନ, ମୋବାଇଲ୍ ଫୋନ୍ ସିଗନାଲ୍ ଏବଂ…

ଆଜି ପୃଥିବୀ ନିକଟତର ହେବ ଏହି ଗ୍ରହାଣୁ

ନୂଆଦିଲ୍ଲୀ: ଆଜି ପୃଥିବୀ ନିକଟତର ହେଇ ଗତି କରିବ ଗ୍ରହାଣୁ। ‘୨୦୦୧ ଏଫ୍‌ଓ୩୨’ ପ୍ରକାଣ୍ଡ ଗ୍ରହାଣୁ ଅତି କ୍ଷୀପ୍ର ବେଗରେ ପୃଥିବୀ ନିକଟତର ହେଇ ଗତି କରିବ।ଭାରତୀୟ ସମୟ ରବିବାର ରାତି ପ୍ରାୟ ୯.୩୦ରେ ଏହି ଗ୍ରହାଣୁ ପୃଥିବୀର ନିକଟତର ହେବ ବୋଲି ଫ୍ରାନ୍‌ସ୍‌ର ସର୍ବବୃହତ୍‌ ଜ୍ୟୋତିର୍ବିଜ୍ଞାନ ଗବେଷଣା…

ବିଶ୍ବର ସବୁଠୁ ଥଣ୍ଡା ଗାଁ: ଶୀତ ଦିନେ…

ମସ୍କୋ: ଶୀତଦିନେ ଥଣ୍ଡା ହେବା ସ୍ବାଭାବିକ। ଆମ ଦେଶରେ ବି ତାପମାତ୍ରା ଶୂନ ଡ଼ିଗ୍ରୀକୁ ଖସିଆସେ। ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ତାପମାତ୍ରା ଶୂନ ଡ଼ିଗ୍ରୀକୁ ଖସିଆସେ। ମାତ୍ର ବିଶ୍ବର ଏମିତି ଏକ ଗାଁ ଅଛି, ଯେଉଁଠି ଶୀତଦିନେ ତାପମାତ୍ରା ବିଯୁକ୍ତ ୭୧ ଡ଼ିଗ୍ରୀରେ ପହଞ୍ଚି ଯାଇଥାଏ। ଏହି ଗାଁଟି ରୁଷର…

ଆଜି ମହାକାଶରେ ଦୃଶ୍ୟମାନ ହେବ ମହାଜାଗତିକ…

ଭୁବନେଶ୍ବର: ଆଜି ମହାକାଶରେ ଦୃଶୀୟମାନ ହେବ ମହାଜାଗତିକ ଦୃଶ୍ୟ। ଏହା ସୌରମଣ୍ଡଳରେ ଏକ ଚମତ୍କାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ। କାରଣ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ ଏବଂ ଉଜ୍ଜ୍ୱଳ କମଳା ରଙ୍ଗରେ ଚମକୁଥିବାର ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସନ୍ଧାନକାରୀ ତଥା ଜ୍ୟୋତିଷ ବିଜ୍ଞାନ ଅନୁସନ୍ଧାନ…

ଆଜି ପୃଥିବୀ ନିକଟତର ହେବ ଗ୍ରହାଣୁ

ଭୁବନେଶ୍ୱର: ଆଜି ଏକ ବିରାଟ ଗ୍ରହାଣୁ ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ। ପୃଥିବୀ ସହ ଗ୍ରହାଣୁର ଧକ୍କା ଦେବାର ସମ୍ଭାବନା ନାହିଁ ବୋଲି ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଜି ଭାରତୀୟ ସମୟ ଅପରାହ୍ନ ୨ଟା ୮ ମିନିଟରେ ‘ଗ୍ରହାଣୁ ୪୬୫୮୨୪୨୦୧୦ ଏଫଆର’ ପୃଥିବୀର ନିକଟତ ହେବ ବୋଲି ବୈଜ୍ଞାନିକମାନେ…