ବେପାର ସୁବିଧା: ଦେଶରେ ସବା ତଳେ ଓଡ଼ିଶା,…
ଭୁବନେଶ୍ବର: ବ୍ୟବସାୟ ଓ ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶାରେ ପ୍ରଚାର ଓ ପ୍ରମାଣ ଭିତରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍, ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ତଥା ପୁଞ୍ଜି ନିବେଶକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ରୋଡ୍ ଶୋ ମାଧ୍ୟମରେ ଓଡ଼ିଶା ବ୍ୟାପକ ସଫଳତା ପାଇଥିବା…