ଆଖି ବୁଜିଲେ ଇକ୍ମୋ ଚିକିତ୍ସାଧୀନ…
କଟକ: ଚାଲିଗଲା ଆଉ ଜଣେ ଚିକିତ୍ସାଧୀନ ଆକ୍ରାନ୍ତଙ୍କ ଜୀବନ। କଟକ ଏସସିବି ମେଡିକାଲରେ ଇକ୍ମୋ ମେସିନରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଶନିବାର ହୋଇଛି। ମୃତକଙ୍କ ନାଁ ଜଗନ୍ନାଥ ପ୍ରଧାନ(୩୨)। ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ଏସ୍ସିବିରେ ଏହା ପ୍ରଥମ ଇକ୍ମୋ ମୃତ୍ୟୁ…