Odisha Link
Bridging the Missing Links in Odisha
Browsing Tag

Eco Retreat

ଏଥର ୭ଟି ସ୍ଥାନରେ ପ୍ରକୃତିର ନିଆରା…

ଓଏଲ‌ ବ୍ୟୁରୋ: ଶୀତୁଆ ସକାଳେ ସାମୁଦ୍ରିକ ବେଳାଭୂମି, ଜଙ୍ଗଲ ପରିବେଶରେ ମଜା ନେବେ ପର୍ଯ୍ୟଟକ। ଡିସେମ୍ବର ପହିଲାରୁ କୋଣାର୍କ ମହୋତ୍ସବଠାରୁ ପର୍ଯ୍ୟାୟକ୍ରମେ ଇକୋ ରିଟ୍ରିଟ୍‌ ୭ଟି ସ୍ଥାନରେ ଆରମ୍ଭ କରାଯିବ।ପର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ଇକୋ ରିଟ୍ରିଟ୍‌ର ଷଷ୍ଠ ସଂସ୍କରଣ ଆରମ୍ଭ ହେବ। ଏହା ତିନି ମାସ…

ହୀରାକୁଦରେ ଇକୋ ରିଟ୍ରେଟ ୨୦୨୨ ଉଦଘାଟିତ

ଓଏଲ୍ ବ୍ୟୁରୋ : ହୀରାକୁଦକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକମାନଙ୍କୁ ଆକୄଷ୍ଠ କରିବା ପାଇଁ ଆଜି ଉଦଘାଟିତ ହୋଇଛି ହିରାକୁଦ ଇକୋ ରିଟ୍ରେଟ ୨୦୨୨। ଏହା ହୀରାକୁଦରେ ତୃତୀୟଥର ଅନୁଷ୍ଠିତ ହେଉଥିବାବେଳେ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଏହା ଚାଲିବ। ଭିଡିଓ କନଫରେନସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ…

କାଲିଠୁ ଇକୋ-ରିଟ୍ରିଟ୍, ଭାରତ ବନ୍ଦ…

ଭୁବନେଶ୍ୱର: କାଲିଠୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍। ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ନୂଆ ବୋହୂ ଭଳି ସଜେଇ ହୋଇଛି ୫ ପର୍ଯ୍ୟଟନସ୍ଥଳ। ଆଜିଠୁ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବାକୁ ଥିବା ବେଳେଭାରତ ବନ୍ଦ ପାଇଁ ଆସନ୍ତାକାଲି ୯ ତାରିଖରେ ଏହାକୁ ଉଦ୍‌ଘାଟନ କରାଯିବ। ଏନେଇ ପର୍ଯ୍ୟଟନ ନିର୍ଦ୍ଦେଶକ…

ଇକୋ ରିଟ୍ରିଟ୍‌ ଲୋଗୋ ଉନ୍ମୋଚନ ଓ ବୁକିଂ…

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ଇକୋ ରିଟ୍ରିଟ୍‌ ପାଇଁ ଲୋଗୋ ଉନ୍ମୋଚନ ଓ ବୁକିଂ ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ବର୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଓଡିଶା ପର୍ଯ୍ୟଟନ କୋଣାର୍କରେ ସାମୁଦ୍ରିକ ଡ୍ରାଇଭରେ ଏହାର ପ୍ରଥମ ଇକୋ ରିଟ୍ରିଟ୍‌ କରିଥିଲା। ମାତ୍ର ଚଳିତବର୍ଷ ରାଜ୍ୟର ୫ଟି…

ଡିସେମ୍ବର ପହିଲାରୁ ଦ୍ଵିତୀୟ ଇକୋ…

ପୁରୀ: ଶୀତ ଦିନ ଆସିବା ସହ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ୍। ଚଳିତ ବର୍ଷ ରାମଚଣ୍ଡୀଠାରେ ଆରମ୍ଭ ହେବ ଦ୍ଵିତୀୟ ଇକୋ ରିଟ୍ରିଟ୍‌। ରାମଚଣ୍ଡୀର କୁଶଭଦ୍ରା ନଦୀ ମୁହାଣ ନିକଟରେ ଏହି ରିଟ୍ରିଟ୍‌ ହେବ। ପର୍ଯ୍ୟଟକଙ୍କ ପାଇଁ ୩ ମାସ ଧରି ଚାଲିବାକୁ…

ଚନ୍ଦ୍ରଭାଗାରେ ପର୍ଯ୍ୟଟନ ମନ୍ତ୍ରୀଙ୍କ…

କୋଣାର୍କ: କୋଣାର୍କ ଚନ୍ଦ୍ରଭାଗା ଇକୋ ରିଟ୍ରିଟ୍‌ରେ ହେବ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମ୍ମିଳନୀ। ଆସନ୍ତା ୨୩ ଓ ୨୪ ରେ ଦୁଇ ଦିନ ଧରି ଏହି ସମ୍ମିଳନୀ ହେବ। ଏଥିରେ ଦେଶର ପ୍ରାୟ ସବୁ ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବମାନେ ସାମିଲ ହେବେ। ଏହି ସମ୍ମିଳନୀ ଭାରତରେ ଓଡିଶାର ସତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ…

ଫେବୃଆରୀ ୧୫ ଯାଏ ଚାଲିବ ‘ଇକୋ…

କୋଣାର୍କ: ପର୍ଯ୍ୟଟକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ଚାଲିଥିବା ‘ଇକୋ ରିଟ୍ରିଟ୍‌’ର ଅବଧିକୁ ୧୫ ଦିନ ବଢ଼ାଯାଇଛି। ଜାନୁ୍ଆରି ୩୧ ତାରିଖ ପରିବର୍ତ୍ତେ ଫେବୃଆରୀ ୧୫ ଯାଏ ଚାଲିବ ଏହି ‘ଇକୋ ରିଟ୍ରିଟ୍‌’। ବର୍ତ୍ତମାନ ଇକୋ ରିଟ୍ରିଟ୍‌ରେ କଟେଜ୍ ବୁକିଂ ୬୫ରୁ ୭୦…