ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଆହୁରି…
ନୂଆଦିଲ୍ଲୀ: ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ଆହୁରି ତଳକୁ ଖସିବ। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସଂସ୍ଥା ଗୁଡିକ ଏଭଳି ଆକଳନ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ (ଏପ୍ରିଲ୍-ଜୁନ୍)ରେ ଭାରତର ଜିଡିପି ଅଭିବୃଦ୍ଧି ୫% ନିମ୍ନ ସ୍ତରକୁ ଖସିଯାଇଥିଲା। ଜୁଲାଇ-ସେପ୍ଟେମ୍ବର ତିନି ମାସରେ…