ଗରିବମାନେ ଋଣ ନୁହେଁ, ନଗଦ ଟଙ୍କା…
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍କୁ ପ୍ରତିହତ କରିବା ପାଇଁ ସାରାଦେଶ ଲକ୍ଡାଉନ୍। ଏଥିଯୋଗୁଁ ବହୁ ଲୋକ ସମସ୍ୟାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି। ଜନତାଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ତେବେ ଏହି ଟଙ୍କାକୁ ସିଧାସଳଖ ନୁହେଁ ବରଂ ଋଣ…