Odisha Link
Bridging the Missing Links in Odisha
Browsing Tag

ED

ସୁଶାନ୍ତ ସିଂ ମୃତ୍ୟୁ ମାମାଲା: ଇଡିରେ…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହିତ ଅଧାଘଣ୍ଟାଏ ପୂର୍ବରୁ ଦିବଙ୍ଗତ ବଲିଉଡ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକବର୍ତ୍ତୀ ଇଡି କାର୍ଯ୍ୟାଳୟରେ ପହଁଞ୍ଚିଛନ୍ତି। ରିୟାଙ୍କୁ ମନି ଲାଣ୍ଡି୍ରଙ୍ଗ ମାମଲାରେ ପଚରାଉଚରା କରୁଛି ଇଡି।…

ଗେହଲଟଙ୍କ ଭାଇଙ୍କ ଘରେ ପଶିଲା ଇଡି

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଭାଇଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପଶିଛି। ଏକ ସାର ଦୁର୍ନୀତି ମାମଲାରେ ଇଡି ଅଧିକାରୀମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭାଇ ଅଗ୍ରେସେନ ଗେହଲଟଙ୍କ ଘର ଓ ଫାର୍ମ ହାଉସରେ ଚଢ଼ାଉ କରିଛି।…

ୟେସ ବ୍ୟାଙ୍କ ମାମଲା: ଅନୀଲ ଅମ୍ବାନୀଙ୍କୁ…

ମୁମ୍ବାଇ: ରିଲାଏନ୍ସ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅମ୍ବାନୀ ୟେସ୍‌ ବ୍ୟାଙ୍କ୍‌ ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୟେସ ବ୍ୟାଙ୍କ ନାଁରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ଅନୀଲ…

ସିଏଏ ଦଙ୍ଗା ପାଇଁ ୧୨୦ କୋଟି ଖର୍ଚ୍ଚ…

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିଲ୍‌ ଆଇନ​‌ରେ ପରିଣତ ହେବା ଦିନଠାରୁ ଦେଶବ୍ୟାପୀ ଜାରି ରହିଛି ବିକ୍ଷୋଭ। ଉତ୍ତରପ୍ରଦେଶରେ ସିଏଏକୁ ନେଇ ସୃଷ୍ଟି ହୋଇଥିବା ହିଂସା ପଛରେ ଏକ ନୂଆ ତଥ୍ୟ ଏବେ ସାମ୍ନାକୁ ଆସିଛି। ଏହି ଦଙ୍ଗା ପପୁଲାର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ(ପିଏଫଆଇ) ଦ୍ବାରା ପ୍ରାୟୋଜିତ ବୋଲି…

ଚନ୍ଦାଙ୍କ ୭୮କୋଟି ସମ୍ପତ୍ତିକୁ ଇଡିର…

ନୂଆଦିଲ୍ଲୀ: ଭିଡ଼ିଓକନ୍ ଗ୍ରୁପ୍‌କୁ ଋଣ ପ୍ରଦାନରେ ଅନିୟମତା ଅଭିଯୋଗରେ ଫସିଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଚନ୍ଦାଙ୍କ ସ୍ବାମୀଙ୍କ କମ୍ପାନିର ୭୮ କୋଟି ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିଛି। ମନି ଲଣ୍ଡରିଂ…

ଚିଦାମ୍ବରମଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୁଣିଥରେ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ପଚରାଉଚରା କରିଛି। ଏହାପୂର୍ବରୁ ଚିଦାମ୍ୱରମ ଆଇଏନଏକ୍ସ ମିଡିଆ ମାମଲାରେ ଇଡି ଓ ସିବିଆଇ ଦ୍ୱାରା ଗିରଫ ହୋଇ ତିନି ମାସରୁ ଅଧିକ ସମୟ ତିହାର ଜେଲରେ ରହି ଜାମିନରେ ମୁକୁଳିଛନ୍ତି। କଂଗ୍ରେସ ସରକାର ଅମଳରେ ଏୟାର ଇଣ୍ଡିଆ…

ପି.ଚିଦାମ୍ବରମଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଆଜି ଗିରଫ ହେଲେ ବରିଷ୍ଠ କଂଗ୍ରେସ ନେତା ପି,ଚିଦାମ୍ବରମ। ଆଇଏନଏକ୍ସ ମିଡିଆ ମନିଲଣ୍ଡରିଂ ମାମଲାରେ ଆଜି ପି. ଚିଦାମ୍ୱରମଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଇଡିର ତିନି ଜଣିଆ ଟିମ୍ ଆଜି ତାଙ୍କୁ ଘଣ୍ଟାଏ ଧରି ପଚରାଉଚରା କରିବା ପରେ ଶେଷରେ ଗରିଫ କରିଛି। ଅପରାହ୍ନରେ…

ସମସ୍ତ ସମ୍ପତ୍ତି ବୈଧ: ପି. ଚିଦାମ୍ବରମ୍‌

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ସମ୍ପତ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା। ତେବେ ଚିଦାମ୍ବରମ୍‌ଙ୍କ ପକ୍ଷରୁ ସତ୍ୟପାଠର ପାଲଟା ଉତ୍ତର ଦିଆଯାଇଛି। ସମସ୍ତ ସମ୍ପତ୍ତି ବୈଧ ବୋଲି ଚିଦାମ୍ବରମ୍‌ଙ୍କ ପକ୍ଷରୁ…

ଆଇଏନଏକ୍ସ ମିଡିଆ ମାମଲା: ବଦଳିଲେ ଇଡିର…

ନୂଆଦିଲ୍ଳୀ: ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ କଂଗ୍ରେସ ନେତା ଚିଦାମ୍ୱରମଙ୍କୁ ଗିରଫ କରିଛି। ଗିରଫ କରି ଚଦାମ୍ବରମଙ୍କୁ ପଚରାଉଚୁରା କରାଯାଉଛି। ହେଲେ ଆଜି ଏହି ଦୂର୍ନିତି ମାମଲାର ତଦନ୍ତ କରୁଥିବା ଇଡିର ତଦନ୍ତ ଅଧିକାରୀ ରାକେଶ ଆହୁଜାଙ୍କର ବଦଳି ହୋଇଛି। ଅନ୍ୟ ଜଣେ ଇଡି ଅଧିକାରୀ ଏହି…