Odisha Link
Bridging the Missing Links in Odisha
Browsing Tag

Education

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର…

ଓଏଲ୍‌ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 5T ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ମାନଙ୍କ୍ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ ଶିକ୍ଷକ,…

ଜାଲ୍ ବିଶ୍ଵବିଦ୍ୟାଳୟକୁ ରୋକିବ ଭାରତୀୟ…

ଓଏଲ୍ ବ୍ୟୁରୋ : ଶିକ୍ଷା ସବୁଠୁ ଉର୍ଦ୍ଧ୍ବରେ ହୋଇଥିବାବେଳେ ଜାଲ କାରବାର ମଧ୍ୟ ଶିକ୍ଷା କ୍ଷେତ୍ରରେ ଦେଖିବାକୁ ମିଳିଛି । ତଥ୍ୟ ଅନୁସାରେ ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ସଶକ୍ତ କରିବା ତଥା ଜାଲ୍ ବିଶ୍ବବିଦ୍ୟାଳୟକୁ ରୋକିବା ଲାଗି ଗଠିତ ହେବାକୁ ଯାଉଛି ଭାରତୀୟ ଉଚ୍ଚଶିକ୍ଷା କମିଶନ ବା HECI। ଏହା…

ଆଜିଠୁ ମାଟ୍ରିକ୍‌ ସମେଟିଭ୍-୧ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ଆରମ୍ଭ ଦଶମ ଶ୍ରେଣୀ ସମେଟିଭ୍‌-୧ ପରୀକ୍ଷା। ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରଥମ ୩ ଦିନ ୨ଟି ସିଟିଂ ହେବ ଥିଓରି ପରୀକ୍ଷା। ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।…

କନିଷ୍ଠ ଶିକ୍ଷକଙ୍କ ଦରମାରେ ୫୦ ପ୍ରତିଶତ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ନିୟୋଜିତ କନିଷ୍ଠ ଶିକ୍ଷକ ମାନଙ୍କ ଦରମା ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ କନିଷ୍ଠ ଶିକ୍ଷକ (ଚୁକ୍ତିଭିତ୍ତିକ) ଏବଂ କନିଷ୍ଠ ଶିକ୍ଷକ ମାନଙ୍କ ଦରମାରେ ୫୦ ପ୍ରତିଶତ ବୃଦ୍ଧି…

ଜାନୁଆରୀ ୩ରୁ ଖୋଲିବ ପ୍ରଥମରୁ-୫ମ ଶ୍ରେଣୀ

ଭୁବନେଶ୍ବର: ଦେଶରେ ଓମିକ୍ରନ୍‌ ମାମଲା ବଢ଼ୁଥିବା ବେଳେ ପ୍ରଥମରୁ ୫ମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଘୋଷଣା କରିଛନ୍ତି ସରକାର। ରାଜ୍ୟରେ ଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ୨୭ ହଜାର ବିଦ୍ୟାୟକୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁ ବିଦ୍ୟାଳୟରେ ଦଶମ ଶ୍ରେଣୀ ନିମନ୍ତେ ୫ ତାରିଖରୁ ୮…

ରାଜ୍ୟରେ ଖାଲି ପଡ଼ିଛି ୯୦ ହଜାର ଶିକ୍ଷକ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଫୋକସରେ ଶିକ୍ଷା। ସେଥିପାଇଁ ଗୋଟିଏ ପରେ ଗୋଟିଏ ସ୍କୁଲକୁ ସ୍ମାର୍ଟରୂପ ଦିଆଯାଉଛି। ଯାହା ରାଜ୍ୟର ଶିକ୍ଷାକ୍ଷେତ୍ର ପାଇଁ ବହୁତ ଭଲ। ହେଲେ ପିଲାଙ୍କୁ ପଢ଼ାଇବାକୁ ସ୍କୁଲରେ ନାହାନ୍ତି ଶିକ୍ଷକ। ରାଜ୍ୟରେ ଖାଲି ପଡ଼ିଛି ହଜାର ହଜାର ଶିକ୍ଷକ ପଦବି। ଅନ୍ୟପଟେ ମାଳ ମାଳ ଆଶାୟୀ…

ଆରମ୍ଭ ହେଲା ‘ଶିକ୍ଷକ ପର୍ବ’

ନୂଆଦିଲ୍ଲୀ: କୌଣସି ଦେଶର ବିକାଶ ପାଇଁ ଶିକ୍ଷା ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ ହେବା ଉଚିତ୍‌ । ତେଣୁ ଆଜି ଦେଶ ଟକିଂ ବୁକ୍ସ ଏବଂ ଅଡ଼ିଓ ବୁକ୍ସ ଭଳି ଟେକ୍ନୋଲୋଜି ଶିକ୍ଷାକୁ ଏକ ଅଙ୍ଗ ଭାବରେ ଗ୍ରହଣ କରୁଅଛି ବୋଲି ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ‘ଶିକ୍ଷକ ପର୍ବ’ର ଉଦ୍‌ଘାଟନୀ ଆଲୋଚନାଚକ୍ରରେ…

ଆଜିଠୁ ଯୁକ୍ତ ୨ ସ୍ବତନ୍ତ୍ର ପରୀକ୍ଷା…

ଭୁବନେଶ୍ବର: କରୋନା କାଳରେ ବିନା ପରୀକ୍ଷାରେ ପ୍ରକାଶ ପାଇ ସାରିଛି ଯୁକ୍ତ ୨ ପରୀକ୍ଷା ଫଳ। ହେଲେ କିଛି ଛାତ୍ରଛାତ୍ରୀ ତାଙ୍କ ମାର୍କକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଯୁକ୍ତ ଦୁଇ ବିକଳ୍ପ ମୂଲ୍ୟାୟରେ ମିଳିଥିବା ମାର୍କକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଓ ଆଦୌ ପରୀକ୍ଷା ଦେଇନଥିବା…

୫୦ଟି ରୂପାନ୍ତରିତ ସରକାରୀ ସ୍କୁଲ…

ଭୁବନେଶ୍ବର: ୫-T କାର୍ଯ୍ୟକ୍ରମ ର ହିଞ୍ଜିଳିର ସମସ୍ତ ୫୦ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି। ସୋମବାର ପଞ୍ଚମ ଓ ଶେଷ ପର୍ଯ୍ୟାୟରେ ସେ ଆଉ ୧୦ଟି ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସବୁ ଛାତ୍ରଛାତ୍ରୀ…

ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର…

ଭୁବନେଶ୍ବର: ସ୍ବପ୍ନ ଓ ସମ୍ଭାବନା ହେଉଛି ଛାତ୍ର ଜୀବନର ପରିଚୟ। ତୁମେମାନେ ବଡ ବଡ ସ୍ବପ୍ନ ଦେଖ । ତୁମ ଭିତରେ ଥିବା ବିପୁଳ ପ୍ରତିଭାକୁ ଉପଯୋଗ କରି ସ୍ବପ୍ନକୁ ସାକାର କର । ତୁମର ସଫଳତା ଆମ ସମାଜର ଗୌରବ। ବିଦ୍ୟାଳୟର ଗୌରବ। ପରିବାରର ଗୌରବ। ତେଣୁ ତୁମ ଜୀବନର ଲକ୍ଷ୍ୟ ପୂରଣ ହେବା ପର୍ଯ୍ୟନ୍ତ ପରିଶ୍ରମ…