ଗୋଟିଏ ଗଛ କଟାଗଲେ ନବୀନ ନିବାସ ଆଗରେ…
ଭୁବନେଶ୍ୱର: ଏକାମ୍ର ଉଦ୍ୟାନକୁ ବିକ୍ରି କରିବା ପାଇଁ ରାଜ୍ୟ ସରକାର ମସୁଧା ଚଲାଇଛନ୍ତି। ରାଜ୍ୟସରକାର ୨୦ ଏକର ୧୯୨ ଡେସିମିଲ ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିବା ନେଇ ପତ୍ର ଲେଖି ଏହି ଜମିକୁ ବ୍ୟବସାୟିକ ପ୍ରତିଷ୍ଠାନକୁ ବିକ୍ରି କରିବା ପାଇଁ ଷଡଯନ୍ତ୍ର କରିଛନ୍ତି। ରାଜଧାନୀର ସବୁଜିମା ଛାତିରେ…