ସ୍ଥଗିତ ରହିଲା ଏକାମ୍ରକାନନ ଜମି…
ଭୁବନେଶ୍ବର: ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରସଙ୍ଗରେ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର। ପୂର୍ବଭଳି ହେବ ଫାର୍ମର ରକ୍ଷଣାବେକ୍ଷଣ କାମ ଜାରି ରହିବ। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଏକାମ୍ର କାନନର ସହକାରୀ କୃଷି ଉଦ୍ୟାନ ନିର୍ଦ୍ଦେଶକଙ୍କ ଚିଠି ଲେଖିଛନ୍ତି।
ଏକାମ୍ରକାନନ ଫାର୍ମର ମୋଟ୍ ୨୫.୯୬୭…