Odisha Link
Bridging the Missing Links in Odisha
Browsing Tag

Election

ବିଧାନସଭା ନିର୍ବାଚନ: ଆଜି ୫ ରାଜ୍ୟ ପାଇଁ…

ଓଏଲ୍ ବ୍ୟୁରୋ: ଦିନ ପରେ ଦିନ ଗଡ଼ୁଛି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଆଜି ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତାରିଖ…

ଆଜି ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ…

ଓଏଲ୍ ବ୍ୟୁରୋ: ଆଜି ଗଞ୍ଜାମ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପନିର୍ବାଚନ। ଏଥର ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୂର୍ବରୁ ନିର୍ବାଚନ ବାତିଲ ହୋଇଥିଲା। ତେବେ ଆଜି ଭୋଟ ଦେବେ ଜନତା। ସୂଚନା ଅନୁସାରେ, ପୂର୍ବରୁ ଉପନିର୍ବାଚନ ସ୍ଥଗିତକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ…

ବିଧାନସଭା: ୬ଟି ରାଜ୍ୟର ୭ଟି ଆସନରେ ହେବ…

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ। ଏଥିପାଇଁ ଆଜି ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେପ୍ଟେମ୍ବର ୫ ତାରିଖରେ ୭ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଆଉ ୮ ତାରିଖରେ ଫଳାଫଳ ପ୍ରକାଶ କରିବ।…

ଝାରସୁଗୁଡା ଉପନିର୍ବାଚନ ପାଇଁ ଆରମ୍ଭ…

ଓଏଲ୍‌ ବ୍ୟୁରୋ: ଆଜି ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ। ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ୍‌ ୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର। ଏଥିପାଇଁ ଝାରସୁଗୁଡ଼ା ପୌର ପରିଷଦ ସହ ଝାରସୁଗୁଡ଼ା,…

ଝାରସୁଗୁଡ଼ା ମଇଦାନରେ ୯ ପ୍ରାର୍ଥୀ,…

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସରଗରମ ଓଡ଼ିଶା ରାଜନୀତି। ମେ'୧୦ରେ ପଡ଼ିବ ଭୋଟ। ଝାରସୁଗୁଡ଼ାବାସୀ ବାଛିବେ ତାଙ୍କ ମନପସନ୍ଦର ନେତା। ସାଧାରଣ ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ରାଜ୍ୟର ତିନି ଛାମୁଆ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବା ପାଇଁ…

ଝାରସୁଗୁଡା ଉପନିର୍ବାଚନ: ଆଜି ନାମାଙ୍କନ…

ଭୁବନେଶ୍ବର: ମେ'୧୦ ତାରିଖରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପନିର୍ବାଚନ। ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛନ୍ତି ତିନି ରାଜନୈତିକ ଦଳ। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନପତ୍ର ଦାଖଲ କରିସାରିଥିବେ ବେଳେ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ନାମାଙ୍କନ ଦାଖଲ କରିବେ। ସେହିପରି…

୨୦୨୪ ପୂର୍ବରୁ ୨୦୨୩ ସେମିଫାଇନାଲ, ୯…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବର୍ଷ ୨୦୨୩। ରାଜନୈତିକ ଦୃଷ୍ଟି କୋଣରୁ ଏହି ବର୍ଷ ସବୁ ରାଜନୈତିକ ଦଳ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। କାରଣ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦେଶର ୯ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଆଉ ଅନ୍ୟପଟେ ୨୦୨୪ ନିର୍ବାଚନକୁ ନଜରରେ ରଖି ୨୦୨୩ରେ ସମସ୍ତ ଦଳ ନିଜ ସଙ୍ଗଠନକୁ…

ରାଜ୍ୟରେ ୨୦୨୪ ପୂର୍ବରୁ ଆଗୁଆ ହେବ କି…

ଓଏଲ୍‌ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ସରିଛି ସତ ହେଲେ ରାଜ୍ୟ ରାଜନୀତିର ଉଷ୍ମତା ଏବେ ବି ସତେଜ ରହିଛି । କାରଣ ଏବେ ରାଜ୍ୟ ରାଜନୀତିରେ ଏକ ନୂଆ ପ୍ରସଙ୍ଗକୁ ନେଇ ହେଉଛି ଜୋରଦାର ଚର୍ଚ୍ଚା। ରାଜ୍ୟରେ ଆଗୁଆ ନିର୍ବାଚନ ହେବ କି ପ୍ରସଙ୍ଗରେ ମୁହାଁମୁହିଁ ବିଜେଡି-ବିଜେପି। ବିଜେଡି ନୁହେଁ ବିଜେପି ଆଗୁଆ…

୨୦୨୪ ପୂର୍ବରୁ ବହୁତ କିଛି ହେବ :…

ଓଏଲ୍‌ ବ୍ୟୁରୋ: ସରିଛି ପଦ୍ମପୁର ଫାଇଟ୍‌। ହେଲେ କମିନି ରାଜନୈତିକ ଉଷ୍ମତା। ପଦ୍ମପୁରରେ ବିଜେଡିର ବଡ଼ ବିଜୟ ପରେ ବିଧାୟକ ସୁଶାନ୍ତ ସିଂହ ଦେଇଛନ୍ତି ବଡ଼ ବୟାନ। ସୁଶାନ୍ତ ସିଂହଙ୍କ ମିଶନ ୧୨୫ର ବୟାନକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳର ନେତା ଏହାକୁ ନେଇ ବୟାନବାଜି…

କାହାର ହେବ ପଦ୍ମପୁର ?

ଓଏଲ୍‌ ବ୍ୟୁରୋ: ନେତା ବାଛିଲେ ପଦ୍ମପୁର ଜନତା। ଶାନ୍ତି ଶୃଙ୍ଖଳାର ସହିତ ସରିଲା ପଦ୍ମପୁର ଉପନିର୍ବାଚନ। ଇଭିଏମରେ ସିଲ୍‌ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ। ଫଳାଫଳ ନେଇ ନେତାଙ୍କ ଛାତିି ଧଡ ଧଡ ହେଉଥିବାବେଳେ ଗୁରବାର ଆସିବ ପଦ୍ମପୁର ଫଳାଫଳ। ରେଜଲ୍ଟ ଯାହା ସପକ୍ଷରେ ଗଲେ ବି ୨୦୨୪ ପାଇଁ ଏହା ଯେ ସବୁ ଦଳ…