Odisha Link
Bridging the Missing Links in Odisha
Browsing Tag

Electric Current

ବିଦ୍ୟୁତରେ ଜୀବନ ଗଲେ ୪ ଲକ୍ଷ

ଭୁବନେଶ୍ବର: ଏଣିକି ବିଦ୍ୟୁତ ଆଘାତରେ ଜୀବନ ଗଲେ ମିଳିବ ଅଧିକ କ୍ଷତିପୂରଣ। ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ଏବଂ ୬୦ ପ୍ରତିଶତ କ୍ଷତିରେ ମିଳିବ ୨ ଲକ୍ଷ ଟଙ୍କା। ୪୦ରୁ ୬୦ ପ୍ରତିଶତ କ୍ଷତିରେ ୫୯,୫୦୦ ଟଙ୍କା ମିଳିବ। ଏଥସହ ୭ରୁ ଅଧିକ ଦିନ ମେଡିକାଲରେ ଚିକିତ୍ସିତ ହେଲେ ୧୨ ହଜାର ଟଙ୍କା ମିଳିବ।…

ବିଦ୍ୟୁତ ଆଘାତରେ ମହିଳା ମୃତ

କେନ୍ଦୁଝର : ବିଦ୍ୟୁତ ଆଘାତରେ ମହିଳା ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେମଶଢା ଗାଁରେ। ମୃତକ ଜଣକ ହେଲେ ସୁମିତ୍ରା ମହାନ୍ତ। ସୂଚନା ମୁତାବକ, କୌଣସି କାମ ପାଇଁ ସୁମିତ୍ରା ୱାଟର ହିଟରରେ ପାଣି ଗରମ କରୁଥିଲେ ଏବଂ ସେ ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା।…