Odisha Link
Bridging the Missing Links in Odisha
Browsing Tag

Electric Cut

ଲାଇନ କାଟିବାକୁ ଯାଇ ଅଟକ

ଭୁବନେଶ୍ୱର: ସେସୁ ପକ୍ଷରୁ ଲାଇନ କଟାଯିବା ଅଭିଯାନ ବେଳେ ଖୋର୍ଦ୍ଧାରେ ଉତ୍ତେଜନା ଦେଖାଦେଇଛି। ଖୋର୍ଦ୍ଧାର ଗୁରୁଜଙ୍ଗରେ ଲାଇନ କାଯିବାକୁ ଯାଇଥିବା ୫ ଜଣିଆ ସ୍କ୍ୱାଡ ସହ ଗାଡ଼ିକୁ ଅଟକ ରଖାଯାଇଛି। ଜଣେ ପାନ ଦୋକାନୀର ବିଲ ୨୧ ହଜାର ଥିବାରୁ ସମ୍ପୃକ୍ତ ସ୍କ୍ୱାଡ ଲାଇନ କାଟିବାକୁ ଯାଇଥିଲେ। ତେବେ ଲାଇନ…

ଖୋର୍ଦ୍ଧାରୁ ଆରମ୍ଭ ହେଲା ବିଦ୍ୟୁତ୍‌…

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳରୁ ଲାଇନ୍‌ କାଟିବା ଆରମ୍ଭ କରିଛି ସେସୁ। ୫୩ଟି ଗମର୍ସିଆଲ୍‌ ସଂସ୍ଥାରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରିଛି ସେସୁ। ବିଦ୍ୟୁତ୍‌ ବିଲ ବକେୟା ରଖିଥିବା ନେଇ ଲାଇନ କାଟିଲା ସେସୁ। ସେସୁ ପକ୍ଷରୁ ନିୟୋଜିତ ୩୯ ସ୍କ୍ବାଡ଼୍‌ ଦ୍ବାରା ଚାଲିଛି ଲାଇନ୍‌ କାଟ୍। ସୂଚନାଯୋଗ୍ୟ ବକେୟା…