ଶିକାରୀ ହେଲା ଶିକାର
ଦେବଗଡ଼: ଶିକାର ହେଲା ଶିକାରୀ। ନିଜେ ବିଛାଇଥିବା ବିଦ୍ୟୁତ ଆଘାତରେ ଶିକାରୀ ମୃତ। ବାରହା ଶିକାର ପାଇଁ ଶିକାରୀଟି ବିଦ୍ୟୁତ ତାର ବିଚ୍ଛେଇ ଥିଲା।
ଏହି ଅଘଟଣଟି ଦେବଗଡ଼ର ରିଆମାଳ ବନାଞ୍ଚଳ ଶ୍ୟାମପାଲୀ ଝରାନାଳା ଗାଁରେ ଘଟିଛି। ମୃତ ଯୁବକ ଝରାନାଳୀ ଗାଁର ପ୍ରଦୀପ ପ୍ରଧାନ। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି…