ଏଲନ୍ ମସ୍କ ଓ ଭାରତୀୟ ବଂଶୋଦ୍ଭବ ବିବେକ…
ଓଏଲ୍ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଭାବେ ୨୦୨୫ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ଡ୍ରୋନାଲ୍ଡ ଟ୍ରମ୍ପ। ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପୂର୍ବରୁ ନିଜର ଟିମ୍ ଗଠନ କରିବାରେ ଲାଗି ପଡ଼ିଛନ୍ତି ଟ୍ରମ୍ପ। ଏସବୁ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଆରମ୍ଭ କରିସାରିଲେଣି…