Odisha Link
Bridging the Missing Links in Odisha
Browsing Tag

employee

ରାଗରେ ମାଲିକଙ୍କୁ ଦେଲେ ଚୁମା

ଇସଲାମବାଦ: ରାଗ ଶାନ୍ତ କରିବାକୁ ଯାଇ ମାଲିକଙ୍କୁ ଦେଲେ ଚୁମ୍ବନ। ଜଣେ ଅଫିସର୍‌‌କୁ ଜବରଦସ୍ତି ଚୁମ୍ବନ ଦେଲେ ସେହି ଅଫିସ୍‌ରେ କାମ କରୁଥିବା ଜଣେ କର୍ମଚାରୀ। ଏଭଳି ହାସ୍ୟାସ୍ପଦ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ପାକିସ୍ତାନର ଇସଲାମବାଦ ସହରରେ। ପ୍ରତିଶୋଧ ପରାୟଣ ହୋଇ ଇସଲାମବାଦ…

ଆଇଟି ସଂସ୍ଥାକୁ କରୋନା ସତର୍କତା

ଭୁବନେଶ୍ବର: କରୋନା ସତର୍କତା ପାଇଁ ରାଜ୍ୟର ସମସ୍ତ ଆଇଟି ସଂସ୍ଥାକୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଟି ସଂସ୍ଥାରେ କାର୍ଯ୍ୟରତ ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବିଦେଶ ଗସ୍ତ କରିଥିବା କର୍ମଚାରୀଙ୍କ ନାଁ ପଞ୍ଜୀକରଣ କରିବାକୁ ମଧ୍ୟ…