ଏନ୍ସେଫାଲାଇଟିସ୍ ରୋଗରେ ୧୫୮ ଜଣ ଶିଶୁ…
ମୁଜାଫରପୁର: ଏନ୍ସେଫାଲାଇଟିସ୍ ରୋଗ ପାଇଁ ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏ ନେଇ ସରକାର କୌଣସି ସମାଧାନର ବାଟ ବାହାର କରିପାରୁ ନଥିବା ବେଳେ ମୃତ୍ୟୁସଂଖ୍ୟା ୧୫୮ରେ ପହଞ୍ଚିଲାଣି। ଜୁନ ମାସ ଆରମ୍ଭରୁ ଏହି ସମସ୍ୟା ଆରମ୍ଭ ହୋଇଥିବା ବେଳେ ଚାହୁଁ ଚାହୁଁ ୧୫୮…