୩ ବର୍ଷ ପରେ ଅଧିନାୟକ ପଦକୁ ଫେରିଲେ…
ଆଡିଲେଡ: ଆରମ୍ଭ ହେଲା ଆଶେସ୍ ସିରିଜର ଦ୍ବିତୀୟ ମ୍ୟାଚ୍। ଦିବାରାତ୍ର ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ଲାଗିଛି ଜୋରଦାର ଝଟକା। ଦଳର ଅଧିନାୟକ ତଥା ଦ୍ରୁତ ବୋଲର ପ୍ୟାଟ କମିନ୍ସ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି। ଯାହାଫଲରେ ସେ ଦିବାରାତ୍ର ଟେଷ୍ଟରୁ ବାଦ୍ ପଡ଼ିଛନ୍ତି।
କମିନ୍ସ…