ଜୁଲାଇରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ…
ଓଏଲ୍ ବ୍ୟୁରୋ: ମହାମାରୀ କରୋନା ସଙ୍କଟ ଓ ଲକ୍ଡାଉନ୍ ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଜୁଲାଇ ୮ରୁ ପୁଣି କ୍ରିକେଟ ମଇଦାନରେ ଦେଖିବାକୁ ମିଳିବ ଖେଳ। ଜୁଲାଇ ୮ରୁ ୨୮ ପର୍ଯ୍ୟନ୍ତ ଇଂଲଣ୍ଡ ଓ ଓ୍ବଲେସ୍ରେ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ବିପାକ୍ଷିକ ସିରିଜ ଆୟୋଜିତ ହେବ। ଏନେଇ…