ଅକ୍ସିଜେନ ଉପରେ ଲାଗିଲା ଏସମା
ଭୁବନେଶ୍ବର: ଅକ୍ସିଜେନ ଉପରେ ଲାଗିଲା ଏସମା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ମେଡିକାଲ୍ ଲିକ୍ୟୁଡ୍ ଅକ୍ସିଜେନ୍କୁ ଅତ୍ୟାବଶ୍ୟକ ସେବା ଅନ୍ତର୍ଭୁକ୍ତ କରିଛନ୍ତି ରାଜ୍ୟ ସରକାର। ଅକ୍ସିଜେନ ଉତ୍ପାଦନ, ଫିଲିଙ୍ଗ, ପରିବହନ ଓ ଯୋଗାଣରେ ଯେପରି କୌଣସି ସମସ୍ୟା ନ ଉପୁଜେ ଏଥିପାଇଁ ଏସେନ୍ସିଆଲ୍ ସର୍ଭିସେସ୍…