Odisha Link
Bridging the Missing Links in Odisha
Browsing Tag

Exam

ଆର.ଆଇ ପରୀକ୍ଷା ବାତିଲ ଦାବିରେ ଆଶାୟୀଙ୍କ…

ଓଏଲ୍‌ ବ୍ୟୁରୋ: ଓଏସଏସଏସସିର ଆର.ଆଇ, ପରୀକ୍ଷାରେ ବ୍ୟାପକ ଅନୀୟମିତତା ଓ ନିଯୁକ୍ତି ଦୁର୍ନୀତିକୁ ବିରୋଧରେ ବନ୍ଦ ହେଉନି ଆନ୍ଦୋଳନ। ଷ୍ଟୁଡ଼େଣ୍ଟସ ଏଗନେଷ୍ଟ କରପସନ ନେତୃତ୍ବରେ ହଜାର ହଜାର ମେଧାବୀ ଜାରି ରଖୁଛନ୍ତି ବିରୋଧ । ପରୀକ୍ଷା ବାତିଲ ଓ ନିଯୁକ୍ତି ଦୁର୍ନୀତିର ତଦନ୍ତ ଦାବି କରି ଲୋୟର ପି.ଏମ୍.ଜିରେ…

ବଦଳିଲା ୟୁଜିସି-ନେଟ୍‌ ପରୀକ୍ଷା ତାରିଖ,…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଋତୁରେ ବଦଳିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ପରୀକ୍ଷା ତାରିଖ। ଏବେ ୟୁଜିସି-ନେଟ୍‌ ପରୀକ୍ଷା ତାରିଖରେ ପରିବର୍ତ୍ତନ ହୋଇଛି। ଜୁନ୍‌ ୧୬ରେ ହେବାକୁ ଥିବା ପରୀକ୍ଷା ଜୁନ୍‌ ୧୮ରେ ଅନୁଷ୍ଠିତ ହେବ। ଏନେଇ ୟୁଜିସି ମୁଖ୍ୟ ଜଗଦୀଶ କୁମାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଜଗଦୀଶ…

ଫେବୃଆରୀ ୧୫ରୁ ସିବିଏସ୍‌ଇ ଦଶବ ଓ ଦ୍ବାଦଶ…

ଓଏଲ୍‌ ବ୍ୟୁରୋ: ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ହେଲା ତାରିଖ ଘୋଷଣା। ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ଯାଏ ଚାଲିବ। ଦଶମ ପରୀକ୍ଷା ଫେବୃଆରୀ୧୫ ତାରିଖରୁ ମାର୍ଚ୍ଚ ୧୩ ତାରିଖ ଯାଏଁ ହେବାକୁ ଥିବାବେଳେ, ଯୁକ୍ତ ଦୁଇ ପରୀକ୍ଷା…

ମାଟ୍ରିକ ପରୀକ୍ଷା: ୧୮ ହଜାରରୁ ଅଧିକ…

ଓଏଲ୍‌ ବ୍ୟୁରୋ: ଗତକାଲିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଶୁକ୍ରବାର ଓଡ଼ିଆ ଭାଷା ପରୀକ୍ଷା ସରିଥିବା ବେଳେ ୧୩ ତାରିଖ ଅର୍ଥାତ୍‌ ସୋମବାର ଇଂରାଜୀ ପରୀକ୍ଷା ହେବ। ସବୁଠୁ ବଡ଼ କଥା ହେଲା ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ୧୮ ହଜାରରୁ ଅଧିକ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ଯାହା…

ପରୀକ୍ଷା କେନ୍ଦ୍ରରେ ୫୦୦ ଝିଅଙ୍କୁ ଦେଖି…

ଓଏଲ୍‌ ବ୍ୟୁରୋ : ପରୀକ୍ଷା ସେଣ୍ଟରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ନାଳନ୍ଦାର ବିହାରସରିଫ ଅଲ୍ଲାମା ଇକବାଲ କଲେଜରେ ଇଣ୍ଟର ପରୀକ୍ଷା ପାଇଁ ସେଣ୍ଟର ହୋଇଥିବାବେଳେ ସେଠାରେ ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ମନୀଷ ନାମକ ଜଣେ ଛାତ୍ର ଇଣ୍ଟର ପରୀକ୍ଷା ଦେବାକୁ ପରୀକ୍ଷା ସେଣ୍ଟର ପହଞ୍ଚିଥିଲା।…

ମାର୍ଚ୍ଚ ପହିଲାରୁ ଯୁକ୍ତ ୨ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ମାର୍ଚ୍ଚ ୧ ତାରିଖରେ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ୨ ତାରିଖ ଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ସେହିପରି ମାର୍ଚ୍ଚ ୩ ତାରିଖ ଠାରୁ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଆରମ୍ଭ ହେବ।…

ନିର୍ବାଚନ ପାଇଁ ୩ ଦିନ ପରୀକ୍ଷା ବନ୍ଦ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୨୪ ତାରିଖରେ ରାଜ୍ୟର ୧୦୬ଟି ମ୍ୟୁନିସିପାଲିଟି ଓ ଏନଏସି ସହିତ ୩ ମହାନଗରରେ ହେବ ଭୋଟ୍‌ ଗ୍ରହଣ। ଏହାକୁ ନଜରରେ ରଖି ମାର୍ଚ୍ଚ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ କଲେଜ ଗୁଡ଼ିକରେ କୌଣସି ପରୀକ୍ଷା ନ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉଚ୍ଚଶିକ୍ଷା ବିଭାଗ…

ଆଜିଠୁ ମାଟ୍ରିକ୍‌ ସମେଟିଭ୍-୧ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ଆରମ୍ଭ ଦଶମ ଶ୍ରେଣୀ ସମେଟିଭ୍‌-୧ ପରୀକ୍ଷା। ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରଥମ ୩ ଦିନ ୨ଟି ସିଟିଂ ହେବ ଥିଓରି ପରୀକ୍ଷା। ୮ ତାରିଖ ଦିନ କେବଳ ପ୍ରାକ୍ଟିକାଲ ପରୀକ୍ଷା କରାଯିବ।…

ରାତିପାହିଲେ ମାଟ୍ରିକ୍‌ ସମେଟିଭ୍-୧…

ଭୁବନେଶ୍ବର: ରାତିପାହିଲେ ଆରମ୍ଭ ହେବ ଦଶମ ଶ୍ରେଣୀ ସମେଟିଭ୍‌-୧ ପରୀକ୍ଷା। ଜାନୁଆରୀ ୫ରୁ ୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ଆଗକୁ ତୃତୀୟ ଲହର…

ସେପ୍ଟେମ୍ବର ୬ରୁ ଆରମ୍ଭ ହେବ OJEE…

ଭୁବନେଶ୍ବର: ଆସନ୍ତା ମାସ ସେପ୍ଟେମ୍ବର ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି OJEE ପରୀକ୍ଷା। ପରୀକ୍ଷା ୬ ତାରିଖରୁ ଆରମ୍ଭ ହୋଇ ଏହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଦୈନିକ ୩ଟି ସିଫ୍ଟରେ CBT ମୋଡରେ ପରୀକ୍ଷା କରାଯିବ। ପରୀକ୍ଷା ନେଇ OJEE ଅଧ୍ୟକ୍ଷ ସୁଦୀପ ଚାନ୍ଦ ସୂଚନା ଦେଇଛନ୍ତି। କୋଭିଡ୍ ଗାଇଡଲାଇନ୍‌…