Odisha Link
Bridging the Missing Links in Odisha
Browsing Tag

Exam

NEET ପରୀକ୍ଷା ପାଇଁ ଆଡମିଟ୍ କାର୍ଡ…

ନୂଆଦିଲ୍ଲୀ: ଦେଶରେ ସେପ୍ଟେମ୍ବର ୧୩ରେ ହେବ ଏନଇଇଟି ପରୀକ୍ଷା। ଏଥିପାଇଁ ଜାତୀୟ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଜାରି କରିଛି ଏନଇଇଟି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ। ପରୀକ୍ଷାର୍ଥୀ ମାନେ https://ntaneet.nic.in/ntaneet/welcome.aspx ର ଅଫିସିଆଲ୍ ୱେବସାଇଟରୁ ସେମାନଙ୍କର ଆଡମିଟ୍ କାର୍ଡ ଡାଉନଲୋଡ୍…

ଆଜିଠାରୁ ଆରମ୍ଭ ଏମ୍‌ବିବିଏସ୍‌ ଶେଷବର୍ଷ…

କଟକ: ମହାମାରୀ କରୋନା ସଂକ୍ରମଣ ଓ କଟକଣା ମଧ୍ୟରେ ଆଜିଠାରୁ ଅନୁଷ୍ଠିତ ହେଉଛି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ଏମ୍‍ବିବିଏସ୍‍ ଶେଷବର୍ଷ ବିଦ୍ୟାର୍ଥୀଙ୍କ ପରୀକ୍ଷା। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା ଗାଇଡ୍‌ଲାଇନ୍ ପାଳନ କରି ମେଡିକାଲ କର୍ତ୍ତୃପକ୍ଷ ଏହି ପରୀକ୍ଷା…

ବାତିଲ ହେଲା ୟୁଜି, ପିଜି ପରୀକ୍ଷା

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍‌ର ସଂକ୍ରମଣକୁ ନଜରରେ ରଖି ବାତିଲ ହେଲା ୟୁଜି, ପିଜି ପରୀକ୍ଷା। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିକଳ୍ପ ମୂଲ୍ୟାୟନ ଜରିଆରେ ଅଗଷ୍ଟ ଶେଷ ସୁଦ୍ଧା ୟୁଜି, ପିଜି ପରୀକ୍ଷାଫଳ ପ୍ରକାଶ ହେବ। ବିକଳ୍ପ ମୂଲ୍ୟାୟନରେ ଯଥେଷ୍ଟ ମାର୍କ ପାଇନଥିବା…

ସ୍କୁଲ, କଲେଜ ବନ୍ଦ ଥିଲେ ବି ହେବ…

ଭୁବନେଶ୍ବର: ଅନଲକ୍‌ ୧ର ନୂଆ ଗାଇଡଲାଇନ୍‌ ପ୍ରକାଶ ପାଇବାର ଦିନକ ପରେ ରାଜ୍ୟ ସରକାର ଗାଇଡଲାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଜୁଲାଇ ୩୧ ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ଥିଲେ ମଧ୍ୟ ସ୍କୁଲ ଏବଂ କଲେଜରେ ପରୀକ୍ଷା ପରିଚାଳନା କରିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାର…

CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଜୁଲାଇ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ପାଇଁ ଅନେକ ପରୀକ୍ଷା ସ୍ଥଗିତ ରହିଥିଲା। ହେଲେ ଜୁଲାଇ ୧ରୁ ହେବ CBSE ଦ୍ୱାଦଶ ଶ୍ରେଣୀ ବାକି ରହି ଯାଇଥିବା ପରୀକ୍ଷା। ଏ ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଜୁଲାଇ୧ ରେ ହୋମ୍ ସାଇନ୍ସରୁ ପରୀକ୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ତେବେ ପରୀକ୍ଷା ପୂର୍ବରୁ…

ଛୁଟି ସମୟରେ ପାଠପଢ଼ା ଉପରେ ଧ୍ୟାନ…

ଭୁବନେଶ୍ବର: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ୩ ମେ' ପର୍ଯ୍ୟନ୍ତ ସାରା ଦେଶ ଲକ୍‌ ଡାଉନ୍। ଅପରପକ୍ଷେ ଓଡ଼ିଶା ସରକାର ଜୁନ୍‌ ୧୭ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ। ତେବେ କରୋନା ପାଇଁ ଚିନ୍ତାରେ ଛାତ୍ରଛାତ୍ରୀ ଅଛନ୍ତି। କେବେ ହେବ ପ୍ରବେଶିକା ପରୀକ୍ଷା ? କେବେ…

ପିଲାଙ୍କୁ ଟିପସ୍‌ ଦେଉଛନ୍ତି ମୋଦୀ

ନୂଆଦିଲ୍ଲୀ : ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କୁ ଟିପସ୍‌ ଦେଉଛନ୍ତି ମୋଦୀ। ଦିଲ୍ଲୀର ତାଲକୋଟରା ଷ୍ଟାଡ଼ିୟମରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ‘ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେବା ସହ ନିଜର ଉଦବୋଧନ ଆରମ୍ଭ କରିଛନ୍ତି। ଏହି…

ମାର୍ଚ୍ଚ ୩ରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ବର: ବାଜିଲା ଯୁକ୍ତ ୨ ପରୀକ୍ଷା ବିଗୁଲ। ଆସନ୍ତା ମାର୍ଚ୍ଚ ୩ରୁ ଆରମ୍ଭ ହେବ ଯୁକ୍ତ ୨ ଥିଓରି ପରୀକ୍ଷା। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି। ମିଳିଥିବା ସୂଚନା ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ୨ ବାର୍ଷିକ ପରୀକ୍ଷା ଦେବେ। ଆଜି ଭୁବନେଶ୍ବରରେ…