Odisha Link
Bridging the Missing Links in Odisha
Browsing Tag

Explosion at rock quarry

ପଥର ଖାଦନରେ ବିସ୍ଫୋରଣ: ୩ ମୃତ ୬ ଗୁରତର

ଗୁଣୁପୁର: ପଥର ଖାଦନ ସମୟରେ ବିସ୍ଫୋରଣ ହୋଇ ୩ ଶ୍ରମିକ ମୃତ ୬ ଗୁରତର ହୋଇଛନ୍ତି । ଓକିଲାଗୁଡ଼ାରେ ଥିବା ପଥର ଖାଦାନରେ ବିସ୍ଫୋରଣ ହୋଇଥିଲା। ସୂଚନା ଅନୁସାରେ ୩ ମୃତକଙ୍କ ମଧ୍ୟରୁ ୨ ମହିଳା ଶ୍ରମିକ ଅଟନ୍ତି । ପଥର ଫଟାଇବା ସମୟରେ ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ବିସ୍ଫୋରଣ ସ୍ଥଳରେ ଉଦ୍ଧାର…