ଶୀତଦିନେ ବ୍ୟବହାର କରନ୍ତୁ ମହୁ ଓ କ୍ଷୀର,…
ଶୀତଦିନେ ସାଧାରଣତଃ ମୁହଁ ଦେହ ଶୁଷ୍କ ଲାଗିବା ସହ ଫାଟିଯାଏ। ଶୁଷ୍କତାକୁ ଦୂର କରିବା ପାଇଁ ଆମେ ବିଭିନ୍ନ ପ୍ରକାରର କ୍ରିମ, ଲୋଶନର ମଧ୍ୟ ବ୍ୟବହାର କରିଥାଉ। ମାତ୍ର ଏହି କ୍ରିମ ଓ ଲୋଶନ ଅଧିକ ସମୟ ରହିନଥାଏ। କିଛି ସହଜ ଓ ଘରୋଇ ଉପଚାର ଦ୍ୱାରା ଆମେ ଶୁଷ୍କତାରୁ ମୁକ୍ତି ପାଇପାରିବା। ଆସନ୍ତୁ ଜାଣିବା ସେହି…