ନକଲି ଆଇପିଏସ୍ ଅଧିକାରୀ ଗିରଫ, ଡିଆଇଜି…
ପାଟନା: ନକଲି ଆଇପିଏସ୍ ଅଧିକାରୀକୁ ଡିଆଇଜି ଭାବି ସାଲ୍ୟୁଟ ମାରିଲେ ଥାନାବାବୁ। ଟଙ୍କା ଆଦାୟ କରିବାକୁ ଆସି ଧରା ପଡିଲେ ନକଲି ଆଇପିଏସ ଅଫିସର। ଏଭଳି ଘଟଣା ଘଟିଛି ବିହାରର ଦୀପନଗର ଥାନା ଅନ୍ତର୍ଗତ କୋରାଇରେ।
ନକଲି ଆଇପିଏସ ଅଫିସରଙ୍କ ନାମ ହେଉଛି ସୁଜିତ କୁମାର।
ସୂଚନା ମୁତାବକ, ସୁଜିତ କୁମାର ନିଜକୁ…