କୋଟିପତି ଦମ୍ପତିଙ୍କୁ କାଳିଅା…
ଭୁବନେଶ୍ବର:ନିର୍ବାଚନ ପୂର୍ବରୁ ଗରୀବ ଚାଷୀଙ୍କ କଲ୍ୟାଣ ଲାଗି ରାଜ୍ୟ ସରକାର ପ୍ରଣୟନ କରିଥିବା କାଳିଅା ଯୋଜନା ଅାରମ୍ଭରୁ ବାଟବଣା ହାେଇଛି। ବହୁ ନକଲି ହିତାଧିକାରୀ ଓ ଧନୀ ଲୋକ ଏହି ଯୋଜନାରେ ପ୍ରଥମ କିସ୍ତିରେ ୫ ହଜାର ଲେଖାଏଁ ଟଙ୍କା ପାଇଥିବା ବେଳେ, ଏ ତାଲିକାରେ ଭୁବନେଶ୍ବରର ଏକ କୋଟିପତି…