ଫେସବୁକରୁ ଫେକ୍ ପ୍ରେମ ତା’ପରେ ଚିଟିଂ:…
ଭୁବନେଶ୍ୱର: ଅନଲାଇନ୍ ପ୍ରେମ ଭାରି ମାରତ୍ମକ। ପ୍ରଥମେ ଫେସବୁକ୍ରେ ଚାଟିଂ, ପୁଣି ଫେସ୍ ଟୁ ଫେସ୍ ମଜାମସ୍ତି ଆଉ ତା’ପରେ ଆରମ୍ଭ ହୋଇଯାଉଛି ବ୍ଲାକ୍ମେଲ୍ର ଖେଳ। ଏମିତି ପ୍ରେମ ଜାଲରେ ଲୋକଙ୍କୁ ଫସାଇ ଶାରୀରିକ ସମ୍ପର୍କ ରଖିବା ପରେ ବ୍ଲାକମେଲ୍ କରୁଛନ୍ତି ଯୁବତୀ। ୫୦ଲକ୍ଷ ଟଙ୍କା ନଦେଲେ ଥାନାରେ…