ପୁଲିସ୍ ଏସ୍ପି ପରିଚୟ ଦେଇ ଠକେଇ
କଟକ: ପୁଲସର ପରିଚୟ ଦେଇ ଲୋକଙ୍କଠାରୁ ଲୁଟ୍। ଏପରିକି ନିଜକୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍ପି ଭାବେ ପରିଚୟ ଦେଇ ଲୋକଙ୍କଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ କଟକ ଚାଉଳିଆଗଞ୍ଜ ପୁଲିସ୍ ଗିରଫ କରିଛି। ତାଙ୍କ ନାଁ କାର୍ତ୍ତିକ ରାଉତରାୟ। ତାଙ୍କ ନିକଟରୁ ପୁଲିସ୍ ୭ଟି ମୋବାଇଲ, ୨୧ଟି…