ଫ୍ୟାମିଲି କୋର୍ଟରେ ହାଜର ହେଲେ…
କଟକ: ଫ୍ୟାମିଲି କୋର୍ଟରେ ହାଜର ହେଲେ ଓଲିଉଡ ଷ୍ଟାର ଦମ୍ପତ୍ତି ବର୍ଷା-ଅନୁଭବ। ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଳତରେ ହାଜର ହୋଇଛନ୍ତି ବର୍ଷା-ଅନୁଭବ। ପଟିଆଲା ହାଉସ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇଛି ଏହି ମାମଲା।
ପାରିବାରିକ ବିବାଦ ମାଲାରେ ପତ୍ନୀ ବର୍ଷା କଟକ…