ଆରପାରିରେ ବଲିଉଡ୍ ଅଭିନେତା ଫରାଜ ଖାନ୍
ମୁମ୍ବାଇ: ବଲିଉଡରେ ଶୋକର ଛାୟା ଖେଳି ଯାଇଛି। ଆଜି ୯୦ ଦଶକର ବଲିଉଡ୍ ଅଭିନେତା ଫରାଜ ଖାନଙ୍କର ଦେହାନ୍ତ ଘଟିଛି। ପୂର୍ବରୁ ସେ ମସ୍ତିଷ୍କ ସଂକ୍ରମଣରେ ପୀଡିତ ଥିଲେ। ମୃତ୍ୟୁ ସମୟରେ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା।
ଫରାଜ ଖାନଙ୍କ ମୃତ୍ୟୁ ଖବରକୁ ଅଭିନେତ୍ରୀ ପୂଜା ଭଟ୍ଟ ନିଜ ଟ୍ବିଟର୍ ଆକାଉଣ୍ଟ୍ରେ…