ଫର୍ହାନ୍ ଙ୍କ ନାଁ ରେ ଅଭିଯୋଗ
ମୁମ୍ବାଇ :ବଲିଉଡ଼ର ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥାଏ । ବର୍ତ୍ତମାନ ଅଭିନେତା ଫରହାନ୍ ଅଖତରଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି । ତାଙ୍କ ନାଁରେ ହିନ୍ଦୁ ସଂଗଠନ ପକ୍ଷରୁ ହାଇଦ୍ରାବାଦର ଏକ ଥାନାରେ ଅଭିଯୋଗ କରାଯାଇଛି।
ସୂଚନା ଅନୁସାରେ, ଫରହାନ୍ ଗତ ୧୭ ତାରିଖରେ…