ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ କୋଟି ୧୯…
ଭୁବନେଶ୍ବର : କାଳିଆ ଯୋଜନା ପ୍ରସଙ୍ଗରେ ବିରୋଧୀଙ୍କ ମୁଲତବୀ ନୋଟିସର ଉତ୍ତର ରଖି ରାଜ୍ୟରେ ଚାଷୀଙ୍କ ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପର ସୂଚନା ଦେଇଛନ୍ତି ସରକାର । କୃଷିମନ୍ତ୍ରୀ କହିଛନ୍ତି, ଡିବିଟି ଓ ଖାଦ୍ୟ ଯୋଗାଣ ତଥ୍ୟକୁ ମିଶାଇ ରାଜ୍ୟରେ ମୋଟ୍ ୧ କୋଟି ୧୯ ଲକ୍ଷ ଚାଷୀଙ୍କ ତାଲିକା ପ୍ରସ୍ତୁତ…