ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ
ବରଗଡ଼ : ବରଗଡ଼ ଜିଲ୍ଲାରେ ପୁଣି ଏକ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସଦର ଥାନା ଅନ୍ତର୍ଗତ ପୋଢମୁଣ୍ଡା ଗ୍ରାମର ଯୁବ ଚାଷୀ ବୈଷ୍ଣବ ଭୁଏ ବୁଧବାର ବିଳମ୍ବିତ ରାତିରେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଚାଷୀ ଜଣକ ୪ ଏକର ଜମିରେ ଧାନ ଓ ବାଇଗଣ ଚାଷ…