ବରଗଡ଼ ଏବେ ବିଷଗଡ଼
ରାଜ୍ୟର ଏକ ଚତୁର୍ଥାଂଶ କ୍ୟାନ୍ସର ରୋଗୀ ବରଗଡ଼ରେ
ବରଗଡ଼: ବିଜେପୁର ନିର୍ବାଚନକୁ ନେଇ ବରଗଡ଼ ଜିଲ୍ଲା ଏବେ ଉଠୁଚି ପଡ଼ୁଛି। ମାଳ ମାଳ ନେତାମନ୍ତ୍ରୀ ଏଠି ଭିଡ଼ ଜମାଇବା ଆରମ୍ଭ କରିଦେଲେଣି। ବରଗଡ଼ରେ ବିକାଶର ନାଗରା ବଜାଇବା ଲାଗି ସବୁ ଦଳ ତୟାର। ଲୋକଙ୍କୁ ପ୍ରତିଶ୍ରୁତିରେ ପୋତିଦେବାକୁ ପ୍ରସ୍ତୁତ ହେଲାଣି…