ପ୍ରତିଷ୍ଠା ହେବ ୪୫ ଟି ଫାଷ୍ଟ୍ ଟ୍ରାକ୍…
ଭୁବନେଶ୍ବର: ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟ୍ ଟ୍ରାକ୍ କୋର୍ଟ। ୪୫ଟି ଫାଷ୍ଟ୍ ଟ୍ରାକ୍ କୋର୍ଟ ମଧ୍ୟରୁ ୨୧ ଗୋଟି ଫାଷ୍ଟ୍ ଟ୍ରାକ୍ କୋର୍ଟ ମହିଳାଙ୍କ ନିମନ୍ତେ ଉଦ୍ଧିଷ୍ଟ ରହିବ। ସମସ୍ତ ୨୪ ଗୋଟି କୋର୍ଟରେ ପୋକ୍ସୋ ମାମଲାଗୁଡିକର ବିଚାର କରାଯିବ। ଏହି ବାବଦରେ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା…