Odisha Link
Bridging the Missing Links in Odisha
Browsing Tag

FASTAG

ଟୋଲ୍ ଦେଇ ଅତିଷ୍ଠ ହେଲେ ଗ୍ରାମବାସୀ,…

ବେଙ୍ଗାଲୁରୁ: ସାରା ଦେଶରେ ଫାଷ୍ଟ ଟ୍ୟାଗ୍‌ ଅନିବାର୍ଯ୍ୟ ଭାବେ ଲାଗୁ ହୋଇ ସାରିଛି। ଯେବେଠୁ ଦେଶରେ ଯାନ ବାହନ ପାଇଁ ଫାଷ୍ଟ ଟ୍ୟାଗ୍‌ ବାଧ୍ୟତାମୂଳକ କରାଯାଇଛି ସେବେଠୁ କିଛି ଲୋକ ଏହି ନିୟମକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ଯାହାରି ଫଳରେ ଟୋଲ ପ୍ଲାଜାରେ ସ୍ଥାନୀୟ ଲୋକ ଓ ଟୋଲ୍‌ କର୍ମଚାରୀଙ୍କ…

ଆଜିଠୁ ଲାଗୁ ହେଲା ଫାସଟ୍ୟାଗ୍

ଭୁବନେଶ୍ବର: ଆଜିଠୁ ଲାଗୁ ହେଲା ଫାସଟ୍ୟାଗ୍ ବ୍ୟବସ୍ଥା। ଏଣିକି ଆଉ ଟୋଲଗେଟ୍ ସାମ୍ନାରେ ଲାଗିବନି ଲମ୍ବା ଲାଇନ୍‌ କି ଦେବାକୁ ପଡିବ ନାହିଁ ନଗଦ ଟଙ୍କା। ଫାସଟ୍ୟାଗ୍ ମାଧ୍ୟମରେ ଟଙ୍କା ଆପେ ଆପେ କଟିବ। ଏଥିସହ ଫାସଟ୍ୟାଗ ନଲଗାଇଲେ ଟୋଲପ୍ଲାଜାରେ ଗଣିବାକୁ ପଡିବ ଦୁଇଗୁଣା ଶୁଳ୍କ। ଯିଦି ଆପଣ ଫାସଟ୍ୟାଗ…

ଆଜି ମଧ୍ୟରାତ୍ରରୁ ଲାଗୁ ହେବ ନୂଆ ନିୟମ‌,…

ନୂଆଦିଲ୍ଲୀ: ଆଜି ମଧ୍ୟରାତ୍ରରୁ ଫାଶଟ୍ୟାଗ୍‌ ବାଧ୍ୟତାମଳୂକ। ସମସ୍ତ ଟୋଲ ଗେଟ୍‌ରେ ଫାଶଟ୍ୟାଗ୍‌ ବାଧ୍ୟତାମଳୂକ କରାଯାଇଛି। ଫାଶଟ୍ୟାଗ୍‌ ନଥିଲେ ଟୋଲ୍‌ ରେଟ୍‌ରେ ଆଦାୟ ହେବ ୨ ଗୁଣା ଟୋଲ୍‌ ରେଟ୍। ପୂର୍ବରୁ ଜାନୁଆରୀ ୧ରୁ ଫାଶଟ୍ୟାଗ୍‌ ବାଧ୍ୟତାମଳୂକ କରିଥିଲା NHAI। ପରେ ଏହି ଡେଡ୍‌ଲାଇନକୁ ଦେଢ଼ମାସ ଯାଏଁ…

ଫେବୃଆରୀ ୧୫ ମଧ୍ୟରାତ୍ରରୁ ଫାଶଟ୍ୟାଗ୍‌…

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୫ ତାରିଖ ମଧ୍ୟରାତ୍ରରୁ ଫାଶଟ୍ୟାଗ୍‌ ବାଧ୍ୟତାମଳୂକ। ସମସ୍ତ ଟୋଲ ଗେଟ୍‌ରେ ଫାଶଟ୍ୟାଗ୍‌ ବାଧ୍ୟତାମଳୂକ କରାଯାଇଛି। ଫାଶଟ୍ୟାଗ୍‌ ନଥିଲେ ଟୋଲ୍‌ ରେଟ୍‌ରେ ଆଦାୟ ହେବ ୨ ଗୁଣା ଟୋଲ୍‌ ରେଟ୍। ପୂର୍ବରୁ ଜାନୁଆରୀ ୧ରୁ ଫାଶଟ୍ୟାଗ୍‌ ବାଧ୍ୟତାମଳୂକ କରିଥିଲା NHAI। ପରେ ଏହି…

ନୂଆବର୍ଷରୁ ଫ୍ୟାସ୍‌ଟ୍ୟାଗ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଗାଡି ମାଲିକମାନଙ୍କ ପାଇଁ ବିଶେଷ ସୂଚନା। ଯଦି ଆପଣ ଗାଡିରେ ଫାସଟ୍ୟାଗ୍ ଲଗାଇ ନାହାନ୍ତି ତେବେ ତୁରନ୍ତ ଫାସଟ୍ୟାଗ୍ ଲଗାଇ ନିଅନ୍ତୁ। କାରଣ ନୂଆବର୍ଷରୁ ଦେଶର ସବୁ ଟୋଲ ପ୍ଲାଜରେ ନଗଦ ଟଙ୍କା କାରବାର ବନ୍ଦ ହେବ। ଫାସଟ୍ୟାଗ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଏଥିସହ ଟୋଲ ପ୍ଲାଜାରେ ନଗଦ…

ମାସେ କୋହଳ ହେଲା ଫାସ୍‌ଟ୍ୟାଗ୍

ନୂଆଦିଲ୍ଲୀ: ଜାତୀୟ ରାଜପଥର ଟୋଲ‌୍‌ ଗେଟ୍ ଗୁଡ଼ିକରେ ଫାସ୍‌ଟ୍ୟାଗ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ସମୟ ସୀମାକୁ ପୁଣି କେନ୍ଦ୍ର ସରକାର ବଢ଼ାଇଛନ୍ତି। ଦେଶରେ ଫାସଟ୍ୟାଗ୍ ଷ୍ଟିକର ଅଭାବ ଥିବା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଜାତୀୟ ରାଜପଥର ସମସ୍ତ ଟୋଲ ପ୍ଲାଜା ଲେନ୍‌କୁ ଡିସେମ୍ବର ୧ ତାରିଖରୁ…

ଫାସ୍‌ଟ୍ୟାଗ୍‌ କଣ? ଜାଣନ୍ତୁ…

ଭୁବନେଶ୍ବର: ଫାସ୍‌ଟ୍ୟାଗ୍‌ ହେଉଛି ଟୋଲ୍‌ ଟିକସ ସଂଗ୍ରହ ଲାଗି ଏକ ପ୍ରିପେଡ୍ ରିଚାର୍ଜେବଲ ଟ୍ୟାଗ୍ସ ଯେଉଁଥିରେ ଟୋଲ୍‌ ଟ୍ୟାକ୍ସରେ ଆପେଆପେ ଟିକସ ପୈଠ ହୋଇଥାଏ। ଆରଏଫଆଇଡି ଅଧାରିତ ଫାସ୍‌ଟ୍ୟାଗକୁ ଗାଡିର ଓ୍ବିଣ୍ଡ ସ୍କ୍ରିନ୍‌ ନିକଟରେ ସଂଯୁକ୍ତ କରାଯାଇଥାଏ। ଏଥିସହ ଫାସ୍‌ଟ୍ୟାଗକୁ ବ୍ୟାଙ୍କ ଆକାଉଣ୍ଟକୁ…

ଆପଣଙ୍କ ଗାଡିରେ ଏହି ସୁବିଧା ନଥିଲେ…

ଭୁବନେଶ୍ବର: ଆସନ୍ତା ଡିସେମ୍ବର ପହିଲାରୁ ଦେଶର ସବୁ ଜାତୀୟ ରାଜପଥ ଗୁଡିକରେ ଲାଗୁ ହେବ ନୁଆ ନିୟମ। ଟୋଲ୍‌ ପ୍ଲାଜାଗୁଡିକରେ ରେଡିଓ -ଫ୍ରିକ୍ବେନ୍ସି-ଆଇଡେଣ୍ଟିଫିକେଶନ୍‌ ( ଆରଏଫଆଇଡି) ଆଧାରିତ ଫାସ୍‌ ଟ୍ୟାଗ ଜରିଆରେ ଟୋଲ ଆଦାୟ କରାଯିବ। ଘରୋଇ ଗାଡି ହେଇ କିମ୍ବା ବ୍ୟବସାୟିକ ଗାଡି ସମସ୍ତଙ୍କ ପାଇଁ ଏହି…