ଝିଅ ଚାହୁଁଥିଲେ, ଆଶା ପୂରଣ ନହେବାରୁ…
ଓଏଲ୍ ବ୍ୟୁରୋ: ପୁଅ ଆଶାରେ କନ୍ୟା ସନ୍ତାନକୁ ହତ୍ୟା କରିବା ଖବର ଆପଣ ଶୁଣିଥିବେ ନିଶ୍ଚୟ। ମଧ୍ୟପ୍ରଦେଶରେ କିନ୍ତୁ ଦେଖିବାକୁ ମିଳିଛି ବ୍ୟତିକ୍ରମ। ମଧ୍ୟ ପ୍ରଦେଶର ବୈତୁଲରେ ଜଣେ ବ୍ୟକ୍ତି ଝିଅକୁ ଆଶା କରି ପୁତ୍ର ସନ୍ତାନର ହତ୍ୟା କରିଛନ୍ତି। ପ୍ରଥମେ ଦୁର୍ବୁତ୍ତ ଜଣକ ପତ୍ନୀଙ୍କୁ ବାଡ଼େଇ ଲହୁ ଲୁହାଣ…