Odisha Link
Bridging the Missing Links in Odisha
Browsing Tag

Father Arrested

ଝିଅ ଘରେ କଳାକନା ବୁଲାଇ ବାପା ଗିରଫ

ଭୁବନେଶ୍ବର: ନିଜ ଝିଅ ଘରୁ ଚୋରି କରିବା ଅଭିଯୋଗରେ ଗିରଫ ହୋଇଛି ବାପା। ଏମିତି ଏକ ଘଟଣା ଘଟିଛି ନୂଆପଲ୍ଲୀ ଥାନା ଅଞ୍ଚଳରେ। ଗିରଫ ବ୍ୟକ୍ତି ହେଉଛନ୍ତି କୈଳାସ ରଣା। ତାଙ୍କ ଘର ନୟାଗଡ ଜିଲ୍ଲା ଖଣ୍ଡପଡା ଫତେଗଡ଼ ଠାରେ। ମିଳିଥିବା ସୂଚନା ଅନୁସାରେ, କୈଳାସ ନୂଆପଲ୍ଲୀ ସାଲିଆସାହି ତାରିଣୀନଗରରେ ରହୁଥିବା…