ବାପାକୁ ହାଣିଲା ପୁଅ
ଯାଜପୁର: ବାପାକୁ ହାଣିଲା ପୁଅ। ଏଭଳି ନୃଶଂସ କାଣ୍ଡ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ବାଛୋଳ ପଞ୍ଚାୟତର ବେହେରା ସାହିରେ ଘଟିିିଛି। ପୁଅର କଟୁରୀ ଚୋଟରେ ବାପାର ମୃତ୍ୟୁ ଘଟିଛି। ଘରୋଇ କଳିରୁ କଟୁରୀରେ ବାପାକୁ ହାଣି ପୁଅ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି।
ବାପାକୁ ହତ୍ୟା କରିବା ପରେ ଅଭିଯୁକ୍ତ…