ଜ୍ବରକୁ କରୋନା ଭାବି ଆତ୍ମହତ୍ୟା କଲେ…
ହାଇଦ୍ରାବାଦ୍: କରୋନା ଭାଇରସ ସାରା ବିଶ୍ୱରେ ନିଜ କାୟା ବିସ୍ତାର କରିବା ସହ ଅଣାୟତ୍ତ କଲାଣି। ଏବେ ସାମାନ୍ୟ ଥଣ୍ଡା ହେଲେ ଲୋକେ ଡରି ଯାଉଛନ୍ତି। ଗତକାଲି ଆନ୍ଧ୍ର ପ୍ରଦେଶର ଜଣେ ବ୍ୟକ୍ତି ଜ୍ବରକୁ କରୋନା ଭାବି ଭୟରେ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାମ କୃଷ୍ଣାହଦ। କୃଷ୍ଣାଙ୍କୁ ଭାଇରାଲ…