Odisha Link
Bridging the Missing Links in Odisha
Browsing Tag

Fees

ଜେଏନୟୁ ଛାତ୍ରଛାତ୍ରୀଙ୍କୁ ହାଇକୋର୍ଟ…

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଛାତ୍ରଛାତ୍ରୀଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। ଜେଏନୟୁ କର୍ତ୍ତୃପକ୍ଷ ବର୍ତ୍ତମାନ ସ୍ଥିତିରେ ପୁରୁଣା ଫି’ ଆଧାରରେ ହିଁ ଛାତ୍ରଛାତ୍ରୀମାନଙ୍କୁ ପଞ୍ଜୀକରଣ ପାଇଁ ଅନୁମତି ଦିଅନ୍ତୁ ବୋଲି ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଳମ୍ବରେ…

ବଢ଼ିପାରେ ରେଳ ଭଡ଼ା

ନୂଆଦିଲ୍ଲୀ: ଆଗମୀ ଦିନରେ ବଢ଼ିପାରେ ରେଳ ଭଡ଼ା। ଏଭଳି ମନ୍ତବ୍ୟ ଦେଇଛନ୍ତି ରେଲଓ୍ୱେ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ। ଏଥିସହ ସେ ଆହୁରି କହିଛନ୍ତି ଯେ, ଏବେ ଭଡ଼ା ବଢ଼ିବା ପୂର୍ବରୁ ବିଭିନ୍ନ ଦିଗ ଉପରେ ସମୀକ୍ଷା ହେଉଛି। ଏହା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏବେ ଆମେ ଯାତ୍ରୀଙ୍କ ଭଡ଼ା ଓ ମାଲ ଭଡ଼ା…

ଜେଏନୟୁ : ଫି’ ବୃଦ୍ଧି ନିଷ୍ପତ୍ତି…

ନୂଆଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ମୁଣ୍ଡ ନୁଆଁଇଛନ୍ତି ସରକାର। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବର୍ଦ୍ଧିତ ହଷ୍ଟେଲ ଫିକୁ ଆଂଶିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି। ଏହା ସତ୍ତ୍ୱେ ଆନ୍ଦୋଳନ ଜାରି ରଖିବାକୁ ଛାତ୍ରଛାତ୍ରୀମାନେ ନିଷ୍ପତି…