ଡାଇବେଟିସ୍ ଓ ହାର୍ଟ ରୋଗୀଙ୍କ ପାଇଁ…
ଶୀତ ଋତୁରେ ମେଥି ଶାଗର ବ୍ୟବହାର କରାଯାଏ। କେହି କେହି ପରଟା କରି ଖାଇବାକୁ ଭଲ ପାଇଥାନ୍ତି ତ କିଛି ଲୋକ ମେଥି ଶାଗଭଜା ଖାଇବାକୁ ମଧ୍ୟ ଭଲପାଆନ୍ତି। ମେଥି ଶରୀର ପାଇଁ ଖୁବ୍ ଲାଭଦାୟକ। ଡାଇବେଟିସ୍ ଓ ହାର୍ଟ ରୋଗୀଙ୍କ ପାଇଁ ଏହା ଖୁବ୍ ଉପକାରୀ।
ମଧୁମେହ ପାଇଁ ଉପକାରୀ- ମେଥିଶାଗ ଉଭୟ ଟାଇପ୍ ୧ ଏବଂ…