Odisha Link
Bridging the Missing Links in Odisha
Browsing Tag

fight Corona

କୋଭିଡ୍ ମୁକାବିଲା: ପର୍ଯ୍ୟବେକ୍ଷକଙ୍କୁ…

ଭୁବନେଶ୍ବର: ଇଉରୋପ ଓ ଅନ୍ୟ ପାଶ୍ଚାତ୍ୟ ଦେଶ ମାନଙ୍କରେ ପ୍ରଥମ ପର୍ଯ୍ୟାୟ କୋଭିଡ ସଂକ୍ରମଣ ପରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଚାଲିଛି। ଓଡିଶାରେ ଡିସେମ୍ବର ଦ୍ବିତୀୟ ସପ୍ତାହ ପରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ଆମକୁ ଏବେଠୁ ସତର୍କ ରହି କାର୍ଯ୍ୟ କରିବାକୁ ପଡିବ ବୋଲି…

ଗଞ୍ଜାମ ମଡେଲ୍କୁ ଅକ୍ସଫୋର୍ଡ…

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ଗଞ୍ଜାମ ମଡେଲ୍ ସବୁଆଡେ ପ୍ରଶଂସିତ। ଗଞ୍ଜାମ ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆପଣାଯାଇଥିବା ଏହି ମଡେଲକୁ ଏବେ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ବି ପ୍ରଶଂସା କରିଛି। କୋରୋନାକୁ ସଫଳ ଭାବେ…

କରୋନା କଟକଣା କମିଛି, ସଂକ୍ରମଣ ନୁହେଁ:…

ଭୁବନେଶ୍ୱର : କୋଭିଡ୍‌ ମୁକାବିଲା ନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ପ୍ରେସ୍‌ ମିଟ୍। ପ୍ରେସ୍‌ ମିଟ୍‌ରେ ଏସ୍ଆର୍‌ସି ସୂଚନା ଦେଇ କହିଛନ୍ତି ଯେ, ଅନ୍‌ଲକ୍-୪ ରେ କଟକଣା କୋହଳ ହେବା ପରେ ଲୋକମାନେ କୋଭିଡ ନିୟମକୁ ଠିକଭାବେ ପାଳନ କରୁନାହାନ୍ତି। ମାସ୍କ ପିନ୍ଧୁନାହାନ୍ତି, ସାମାଜିକ…

କରୋନା ମୁକାବିଲା: ଓଡ଼ିଶା ଆସିବେ…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି। କରୋନା ମୁକାବିଲା ପାଇଁ ଏକ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରୋନା ମୁକାବିଲା ପାଇଁ ଓଡ଼ିଶା ସହିତ ୪ଟି ରାଜ୍ୟକୁ…

କୋଭିଡ୍ ମୁକାବିଲା ପାଇଁ ଟେକ୍ନିକାଲ…

ଭୁବନେଶ୍ବର: କୋଭିଡ୍‌ ମହାମାରୀ ମୁକାବିଲା ପାଇଁ ୭ ଗୋଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ରାଜ୍ୟ ସରକାର ଟେକ୍ନିକାଲ କମିଟି ଗଠନ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଟିମ୍ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି କରୋନା…

କରୋନା ମୁକାବିଲା ପାଇଁ ୩୦ ଅଧିକାରୀ…

ନୂଆଦିଲ୍ଲୀ: କରୋନା ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ। କରୋନାର ସଫଳ ମୁକାବିଲା ଏବଂ ଏଥିପାଇଁ ଚାଲିଥିବା କାର୍ଯ୍ୟାନୁଷ୍ଠାନର ପରିଚାଳନାରେ ରାଜ୍ୟ ସରକାରମାନଙ୍କୁ ସହଯୋଗ କରିବା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ପାହ୍ୟାର ୩୦ ଜଣ ଅଧିକାରୀଙ୍କୁ ନିୟୋଜିତ…