କରୋନା ସହ ୬ ମାସ ଲଢିବାକୁ ପଡିବ :…
ଭୁବନେଶ୍ବର : କରୋନା ଭାଇରସ୍ ସମଗ୍ର ବିଶ୍ବର ୧୬୭ ଦେଶକୁ ବ୍ୟାପି ସାରିଲାଣି। ଏହି ପ୍ରାଣଘାତୀ କରୋନାର ମୁକାବିଲା କରିବାକୁ ଆହୁରି ୧୫୫ ଦିନ ସମୟ ଲାଗିବ ଏବଂ ଏଥିପାଇଁ ଆମକୁ ସତର୍କତା ଏବଂ ସଚେତନତା ବଜାଇ ରଖିବାକୁ ପଡିବ ବୋଲି ଆଜି ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି।…