ହକି ବିଶ୍ୱକପ ପାଇଁ ହ୍ୱାଟ୍ସଆପ୍ ନମ୍ବର…
ଓଏଲ୍ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ଚଳଚଞ୍ଚଳ ରାଜ୍ୟବାସୀ। ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ହକି ବିଶ୍ୱକପକୁ ନେଇ ସରକାର ଖୁବ ସଜାଗ ଥିବାବେଳେ ବିଶ୍ୱକପ ପାଇଁ କମିଶନରେଟ ପୁଲିସ ଦ୍ୱାରା ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରାଯାଇଛି।…