ପୁଣି ତଣ୍ଡ ଗଣିଲେ ଅଟୋ ଚାଳକ
ଭୁବନେଶ୍ୱର: ଟ୍ରାଫିକ ନିୟମ ଭାଙ୍ଗି ପୁଣି ରାଜଧାନୀରେ ଫସିଲେ ଆଉ ଜଣେ ଅଟୋ ଚାଳକ। ଅଟୋ ଚାଳକଙ୍କୁ ତ୍ରାହି ନାହିଁ। ନିଜ ପକେଟରୁ ଗଣିଲେ ୨୭ ହଜାର ଟଙ୍କା ଫାଇନ୍। ଗତକାଲି ଅଟୋ ଡ୍ରାଇଭର ଉପରେ ୪୭ ହଜାର ୫୦୦ଟଙ୍କା ଫାଇନ ହୋଇଥିବା ବେଳେ ଆଜି ଆଉ ଏକ ଅଟୋ ଡ୍ରାଇଭର ଉପରେ ଚଡ଼କ ପଡିଛି। ବାଣୀବିହାର ଫ୍ଲାଏ ଓଭର…